section 1 - paperi-general englishtechofworld.in/wp-content/uploads/2018/08/9-b4-ct.pdf · set id :...

23

Upload: others

Post on 15-Jun-2020

0 views

Category:

Documents


0 download

TRANSCRIPT

  • Set Id : 47056_69 09Aug18_Batch4_D El Ed Odia

    Page1of22

    Section 1 - PaperI-General English

    1) Choose the right option to fill the blank: We have been studying _____________ 5am.

    A) to

    B) for

    C) still

    D) since

    2) Choose the right option to fill the blank: The President and the Prime Minister __________ visiting the city.

    A) are

    B) will

    C) was

    D) is

    3) Choose the correct answer: The strong ____________of jasmine ____________ her running out of the room.

    A) sent, cent

    B) sent, scent

    C) scent, sent

    D) scent, cent

    4) Choose the right option to fill the blank: They are waiting ___________ the playground.

    A) at

    B) into

    C) in

    D) on

    5) Choose the right option to fill the blank: I went to meet my friend, but his mother informed me that he ___________ out.

    A) gone

    B) had went

    C) went

    D) will go

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page2of22

    Section 2 - PaperI-Education and General Awareness

    6) Which of the following is also called Plurality system of voting?

    A) Mixed Member Proportional system

    B) Proportional representation system

    C) First Past the Post system

    D) Jefferson method of Apportionment

    6) ନମି୍ନଲିଖିତ ମ୍ଧ୍ୟରୁ କେଉଁଟେୁି ମ୍ତଦାନର ବହୁଳତା ପଦ୍ଧତ ିକବାଲି ମ୍ଧ୍ୟ େୁହାଯାଏ ?

    A) ମ୍ିଶି୍ରତ ସଦସୟ ସମ୍ାନୁପାତେି ପଦ୍ଧତ ି B) ସମ୍ାନୁପାତେି ପ୍ରତନିଧିିତ୍ୱ ପଦ୍ଧତ ି C) ଫାଷ୍୍ଟ ପାଷ୍୍ଟ ଦ ିକପାଷ୍ଟ ସଷି୍ଟମ୍ D) ଜାଫରସନ୍ ଙ୍କ ବଭିାଜନ ପଦ୍ଧତ ି

    7) As per Section 243C of the Indian Constitution all the seats in a Panchayat shall be filled by persons chosen by

    A) the local self-government of the state

    B) the block development organization of the constituencies in the Panchayat area

    C) the district officer in the Panchayat area

    D) the direct election from territorial constituencies in the Panchayat area

    7) ଭାରତୀୟ ସମି୍ବଧାନର ଧାରା 243C ଅନୁଯାୟୀ ପଞ୍ଚାୟତକର ସମ୍ସ୍ତ ଆସନ ବୟକି୍ତଙୁ୍କ କନଇ ପୂରଣ କହବ ଯାହାେୁ େଏି ଚୟନ େରନ୍ତ:ି

    A) ରାଜୟର ସ୍ୱାୟତ୍ତ ସଂସ୍ଥା ଦ୍ୱାରା B) ପଞ୍ଚାୟତ ଅଞ୍ଚଳକର ନବିବାଚନମ୍ଣ୍ଡଳୀର କ ାଷ୍ଠୀ ଉନ୍ନୟନ ସଂସ୍ଥା ଦ୍ୱାରା C) ପଞ୍ଚାୟତ ଅଞ୍ଚଳର ଜଲି୍ଲା ଅଧିୋରୀଙ୍କ ଦ୍ୱାରା D) ପଞ୍ଚାୟତ ଅଞ୍ଚଳକର ପ୍ରାକଦଶେି ନବିବାଚନମ୍ଣ୍ଡଳୀକର ପ୍ରତୟକ୍ଷ ନବିବାଚନ ଦ୍ୱାରା

    8) The National Digital Library of India (NDL India) is pilot project to develop a framework of virtual repository of learning resources with a single-window search facility in India. It is being developed at:

    A) Indian Institute of Technology, Bombay

    B) Indian Institute of Technology, Indore

    C) Indian Institute of Technology, Kharagpur

    D) Indian Institute of Technology, Kanpur

    8) ନୟାସନାଲ୍ ଡଜିଟିାଲ୍ ଲାଇକେରୀ ଅଫ୍ ଇଣି୍ଡଆ (ଏନଡଏିଲ୍ ଇଣି୍ଡଆ) କହଉଛ ିଭାରତକର ଏେେ ବାତାୟନ ସନ୍ଧାନ ସବୁଧିା ସହତି ଶକି୍ଷଣ ସମ୍ବଳ ୁଡ଼େିର ଭଚବୁ ଆଲ୍ ରକିପାଜକିଟାରରି କେମ୍ୱାେବ ବେିଶତି େରବିା ପାଇଁ ଏେ ପାଇଲଟ୍ ପ୍ରେଳ୍ପ । ଏହା କେଉଁଠାକର ବେିଶତି କହାଇଛ ି?

    A) ଇଣି୍ଡଆନ୍ ଇନଷି୍ଟଚୁୟଟ୍ ଅଫ୍ କଟେକନାକଲାଜ,ି ବକମ୍ବ B) ଇଣି୍ଡଆନ୍ ଇନଷି୍ଟଚୁୟଟ୍ ଅଫ୍ କଟେକନାକଲାଜ,ି ଇକଦାର C) ଇଣି୍ଡଆନ୍ ଇନଷି୍ଟଚୁୟଟ୍ ଅଫ୍ କଟେକନାକଲାଜ,ି ଖଡ଼ ପୁର D) ଇଣି୍ଡଆନ୍ ଇନଷି୍ଟଚୁୟଟ୍ ଅଫ୍ କଟେକନାକଲାଜ,ିୋନପୁର

    9) Which of the following chemicals is commonly used for disinfection of water?

    A) Hydrogen sulphide

    B) Mercury

    C) Cadmium

    D) Chlorine

    9) ନମି୍ନଲିଖିତ ମ୍ଧ୍ୟରୁ କେଉଁ ରାସାୟନେି ପଦାର୍ବଟ ି ସାଧାରଣତଃ ଜଳର ଜୀବାଣୁନାଶେ ଭାକବ ବୟବହୃତ ହୁଏ ?

    A) ହାଇକରାକଜନ୍ ସଲଫାଇଡ୍ B) ପାରଦ C) ୋଡମ୍ିୟମ୍ D) କେଲାରନି୍

    10) Identify the statutory body for Central and State Governments on all matters pertaining to teacher education which came into existence in 1995.

    A) CBSE

    B) AICTE

    C) NAS

    D) NCTE

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page3of22

    10) ଶକି୍ଷେଙ୍କ ଶକି୍ଷା ସମ୍ବନ୍ଧତି ସମ୍ସ୍ତ ବଷିୟ ପାଇ ଁ1995 କର ଆରମ୍ଭ କହାଇଥିବା କେନ୍ଦ୍ର ଓ ରାଜୟ ସରୋରଙ୍କ କବୈଧାନେି ଅନୁଷ୍ଠାନଟେୁି ଚହି୍ନଟ େରନୁ୍ତ ।

    A) CBSE B) AICTE C) NAS D) NCTE

    11) Which of the following recommendations is CORRECT with respect to Sargent Committee Report 1944?

    A) There should be only one teacher for every 30 students in a elementary school

    B) English language should not be the medium of instruction in the schools

    C) The basic aim of the school education should be to impart social experience to the students

    D) The children in the age group of 6 to 14 must be given free and compulsory education

    11) ସରକଜଣ୍ଟ େମ୍ିଟ ିରକିପାଟବ 1944 ଅନୁଯାୟୀ ନମି୍ନଲିଖିତ କେଉଁ ସୁପାରସିଟ ିସଠକି୍ ଅକଟ ?

    A) କ ାଟଏି ପ୍ରାର୍ମ୍ିେ ସ୍କଲୁକର 30 ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଜକଣ ଶକି୍ଷେ ରହବିା ଉଚତି୍

    B) ସ୍କଲୁମ୍ାନଙ୍କକର ଇଂରାଜୀ ଭାଷା ଶକି୍ଷାଦାନର ମ୍ାଧ୍ୟମ୍ କହବା ଉଚତି୍ ନୁକହଁ C) ଛାତ୍ରଛାତ୍ରୀମ୍ାନଙୁ୍କ ସାମ୍ାଜେି ଅନୁଭୂତ ିପ୍ରଦାନ ସ୍କଲୁ ଶକି୍ଷାର କମ୍ୌଳେି ଲକ୍ଷୟ

    କହବା ଉଚତି୍ D) 6 ରୁ 14 ବଷବର ପିଲାମ୍ାନଙୁ୍କ ମ୍ା ଣା ଓ ବାଧ୍ୟତାମ୍ୂଳେ ଶକି୍ଷା ଦଆିଯିବ

    12) The Governor-General-in Council appointed a “General Committee of Public Instruction” in India in the year:

    A) 1823

    B) 1832

    C) 1813

    D) 1833

    12) ଭାରତକର କେଉଁ ବଷବ ଭର୍ଣ୍ବର-କଜକନରାଲ୍-ଇନ୍ ୋଉନସଲି୍ ଏେ ‘‘କଜକନରାଲ୍ େମ୍ିଟ ିଅଫ୍ ପବିଲକ୍ ଇନଷ୍ଟ୍ରକ୍ସନ୍’’ ନଯୁିକ୍ତ େରଥିିକଲ?

    A) 1823 B) 1832 C) 1813 D) 1833

    13) Which of the following options is an advisory body that has been entrusted with the responsibilities of prescribing standards and curricula for craftsmen training, advising the Government on the overall policy and programs, conducting All India Trade Tests and awarding National Trade Certificates?

    A) National Council for Vocational Training (NCVT)

    B) Indian Certificate of Secondary Education (ICSE)

    C) Council For The Indian School Certificate Examinations (CISCE)

    D) Central Board of Secondary Education (CBSE)

    13) ନମି୍ନଲିଖିତ ମ୍ଧ୍ୟରୁ କେଉଁଟ ି ଉପକେଷ୍ଟା ସଂସ୍ଥାର ଏେ ବେିଳ୍ପ ଅକଟ ଯାହା କ୍ରାଫ୍ଟମ୍ୟାନ୍ କେନଂି ପାଇ ଁମ୍ାନେ ଓ ପାଠ୍ୟଖସଡ଼ା ସୁପାରସି େରବିା ପାଇ ଁୋୟୀ ରହବିା ସହତି ସାମ୍ଗି୍ରେ ଭାକବ ନୟିମ୍ ଓ ୋଯ୍ୟକ୍ରମ୍ ଉପକର ସରୋରଙୁ୍କ ପରାମ୍ର୍୍ େଏି, ସବ୍ଭାରତୀୟ କେଡ୍ କଟଷ୍ଟ େକର ଓ ନୟାସନାଲ୍ କେଡ୍ ସାଟଫିି୍କେଟ୍ ପ୍ରୋନ େକର ?

    A) ନୟାସନାଲ୍ ୋଉନସଲି୍ ଫର୍ କଭାକେସନାଲ୍ କେନଂି (ଏନସଭିିଟ)ି B) ଇଣି୍ଡଆନ୍ ସାଟଫିିକେଟ୍ ଅଫ୍ କସକେଣ୍ଡାରୀ ଏଜୁକେସନ୍ (ଆଇସିଏସଇ) C) ୋଉନସଲି୍ ଫର୍ ଦ ି ଇଣି୍ଡଆନ୍ ସ୍କଲୁ୍ ସାଟଫିିକେଟ୍ ଏଜ ାମ୍ିକନସନସ

    (ସଆିଇଏସସଇି) D) କସଣ୍ଟରାଲ୍ କବାଡବ ଅଫ୍ କସକେଣ୍ଡାରୀ ଏଜୁକେସନ୍ (ସବିଏିସଇ)

    14) Meningitis is an infection that affects the delicate membranes which covers

    A) brain and spinal cord

    B) kidney

    C) liver and spleen

    D) lungs

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page4of22

    14) ମ୍ସି୍ତଷ୍କ ଝଲି୍ଲୀର ଫୁଲା କହଉଛ ିଏେ ସଂକ୍ରମ୍ଣ ଯାହା ସୂକ୍ଷ୍ମ ଝଲି୍ଲୀ ୁଡ଼େୁି ପ୍ରଭାବତି େକର, ଏହ ିଝଲି୍ଲୀ ୁଡ଼େି କେଉଁଟେୁି କ ାଡ଼ାଇ ରଖିର୍ାଏ :

    A) ମ୍ସି୍ତଷ୍କ ଏବଂ ସୁଷୁମ୍ନା ୋଣ୍ଡ B) ବୃକ୍କ C) ଯେୃତ ଓ ପଲୀହା D) ଫୁସଫୁସ୍

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page5of22

    Section 3 - PaperI-Reasoning

    15) There are 5 numbers whose average is 20. Average of first three numbers is 15 and the average of last three numbers is 24. The middle number is

    A) 18

    B) 20

    C) 17

    D) 19

    15) 5 ଟ ିସଂଖୟା ଅଛ ିଯାହାର ହାରାହାର ିକହଉଛ ି20 । ପ୍ରଥମ୍ ତନି ିସଂଖୟାର ହାରାହାର ି କହଉଛ ି 15 ଏବଂ କର୍ଷ ତନି ି ସଂଖୟାର ହାରାହାର ି କହଉଛ ି 24 । ମ୍ଧ୍ୟବର୍ତ୍୍ୀ ସଂଖୟାଟ ିେଣ ଅକଟ

    A) 18 B) 20 C) 17 D) 19

    16) Neha walks 8 m towards north. She turns to her right and walks 6 m more. The shortest distance to reach the initial position from that point is

    A) 10 m

    B) 6 m

    C) 8 m

    D) 14 m

    16) କନହା ଉର୍ତ୍ର େଗିକର 8 m ଚାଲିକଲ । କସ ତାଙ୍କର ଡାହାଣେୁ ବୁଲି ଆଉ 6 m ଗକଲ । କସହ ିସ୍ଥାନରୁ ମ୍ୂଳ ଜାଗାକର ପହଞ୍ଚବିାେୁ ସବୁଠୁ୍ େମ୍ େୂରତା କେକତ କହବ

    A) 10 m B) 6 m C) 8 m D) 14 m

    17) If AUSTRIA is coded as AUSGIRZ, then DESTROY will be coded as

    A) DESGILB

    B) DESGIMB

    C) DESGILC

    D) DESGIMC

    17) ଯେ ିAUSTRIA େୁ AUSGIRZ ଭାକବ କୋଡ୍ ଭୁକ୍ତ େରାଯାଇଛ,ି କତକବ DESTROY େୁ େପିର ିକୋଡ୍ ଭୁକ୍ତ େରାଯିବ

    A) DESGILB B) DESGIMB C) DESGILC D) DESGIMC

    18) What is the next number of the given series? 83, 88, 79, 84, 75, ?

    A) 79

    B) 77

    C) 71

    D) 80

    18) ପ୍ରେର୍ତ୍ କ୍ରମ୍କର ଥିବା ସଂଖୟାଗୁଡ଼େିର ପରବର୍୍ତ୍ୀ ସଂଖୟାଟ ିେଣ କହବ ? 83, 88, 79, 84, 75, ?

    A) 79 B) 77 C) 71 D) 80

    19) First two words are related in a certain way. Similarly 3rd and 4th are also related. Find the 4th word from the given alternatives.

    Plough : Farmer :: Needle : ?

    A) Agriculture

    B) Tailor

    C) Hammer

    D) Thread

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page6of22

    19) ପ୍ରଥମ୍ େୁଇଟ ିର୍ବ୍ଦ ଏେ ନରି୍ଦ୍ଦିଷ୍ଟ କେତ୍ର ସମ୍ବନ୍ଧତି ଅକଟ । ଅନୁରୂପ ଭାକବ ୩ୟ ଏବଂ ୪ଥ୍ ମ୍ଧ୍ୟ ସମ୍ବନ୍ଧତି ଅଟନ୍ତ ି। ପ୍ରେର୍ତ୍ ବେିଳ୍ପ ମ୍ଧ୍ୟରୁ ୪ଥ୍ ର୍ବ୍ଦଟ ିେଣ େୁହନୁ୍ତ । ହଳ: େୃଷେ::ଛୁଞ୍ଚ ି:?

    A) ଚାଷ B) େରଜୀ C) ହାତୁଡ଼ ି D) ସୁତା

    20) a : b = 7 : 2 and b : c = 1 : 10, the value of a : b : c is

    A) 7 : 2 : 20

    B) 7 : 2 : 10

    C) 8 : 1 : 20

    D) 8 : 7 : 10

    20) a : b = 7 : 2 ଏବଂ b : c = 1 : 10, କତକବ a : b : c ର ମ୍ୂଲୟ କେକତ

    A) 7 : 2 : 20 B) 7 : 2 : 10 C) 8 : 1 : 20 D) 8 : 7 : 10

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page7of22

    Section 4 - PaperI-Teaching Aptitude

    21) One may associate the famous bobo doll experiment with a form of learning called

    A) intellectual learning

    B) emotional learning

    C) cognitive learning

    D) observation learning

    21) ଶକି୍ଷଣର ଏେ ପ୍ରସଦି୍ଧ ଅବସ୍ଥା ‘‘କବାକବା ଡଲ୍ ଏକ୍ସପରକିମ୍ଣ୍ଟ’’କର ଜକଣ େପିର ିସଂପକୃ୍ତ କହାଇପାରବି ?

    A) କବୌଦ୍ଧେି ଶକି୍ଷଣ B) ଆକବ ିେ ଶକି୍ଷଣ C) ଜ୍ଞାନ ଶକି୍ଷଣ D) ପଯବୟକବକ୍ଷଣ ଶକି୍ଷଣ

    22) Learning may be defined as

    A) new change in personality

    B) life

    C) a permanent change in behaviour

    D) maturation

    22) ଶକି୍ଷଣେୁ େପିର ିବୟାଖୟା େରାଯାଇପାରବି ?

    A) ବୟକି୍ତତ୍ୱକର ନୂତନ ପରବିତ୍ତବନ B) ଜୀବନ C) ଆଚରଣକର ସ୍ଥାୟୀ ପରବିତ୍ତବନ D) ପରପିକ୍ୱତା

    23) National Vocational Education Qualification Framework (NVEQF) was launched by

    A) AICTE

    B) SSCs

    C) NCVT

    D) DGET

    23) ଜାତୀୟ ଧଦାମ୍ୂଳେ ଶକି୍ଷା କଯା ୟତା କେମ୍ୱାେବ(NVEQF) ୋହା ଦ୍ୱାରା ଆରମ୍ଭ କହାଇଥିଲା ?

    A) AICTE B) SSCs C) NCVT D) DGET

    24) The teacher can ask bright students to help the weak students in their studies. This method is called

    A) Practical approach

    B) Experimental tutoring

    C) Buddy approach

    D) Peer tutoring

    24) ଶକି୍ଷେ ଦୁବବଳ ବଦିୟାର୍ବୀଙୁ୍କ ତାଙ୍କର ପଢ଼ାକର ସାହାଯୟ େରବିା ପାଇଁ କମ୍ଧାବୀ ବଦିୟାର୍ବୀେୁ େହପିାରକିବ । ଏହ ିପଦ୍ଧତେୁି େଣ େୁହାଯାଏ ?

    A) ପ୍ରାକୟା ିେ ପ୍ରୟାସ B) ପ୍ରାକୟା ିେ ଶକି୍ଷଣ C) ମ୍ିତ୍ର ଦୃଷି୍ଟକୋଣ D) ମ୍ିତ୍ର ଦ୍ୱାରା ଶକି୍ଷଣ

    25) Which of the following is NOT one of the purposes of education proposed by John Dewey?

    A) Theory and practice

    B) Social efficiency

    C) Education is life

    D) Education is efficiency

    25) ଜନ୍ ଡୁଇଙ୍କ ଅନୁଯାୟୀ ନମି୍ନଲିଖିତ ମ୍ଧ୍ୟରୁ କେଉଁଟ ିଶକି୍ଷାର ଏେ ଉକେଶୟ ନୁକହଁ ?

    A) ସଦି୍ଧାନ୍ତ ଓ ଅଭୟାସ B) ସାମ୍ାଜେି ଦକ୍ଷତା C) ଶକି୍ଷା କହଉଛ ିଜୀବନ D) ଶକି୍ଷା କହଉଛ ିଦକ୍ଷତା

  • Set Id : 47056_69 09Aug18_Batch4_D El Ed Odia

    Page8of22

    26) "A complete and generous education that which fits a man to perform skillfully, justly, and magnanimously all the offices, both private and public, of peace and war" said by

    A) Milton

    B) Rabelais

    C) John Amos Comenius

    D) Leucippus

    26) “ସଂପୂର୍ଣ୍ବ ଓ ଉଦାର ଶକି୍ଷା ଯାହା ମ୍ଣିଷେୁ େୁଶଳତାପୂବବେ, ନୟାୟସଂ ତ େମି୍ବା ସବବସମ୍ମତ ିକ୍ରକମ୍ ଉଭୟ କରାଇ ଓ ସରୋରୀ ସମ୍ସ୍ତ ଅଫିସକର ୋମ୍ େରବିାେୁ ଉପଯୁକ୍ତ େରିର୍ାଏ |” େଏି େହଥିିକଲ -

    A) ମ୍ିଲଟନ୍ B) କରକବଲାଇସ୍ C) ଜନ୍ ଆମ୍ସ୍ େକମ୍ନଅିସ୍ D) ଲିଉସପିସ୍

    27) In a class that has a lot of disturbance from outside the teacher should

    A) make use of buffering/soundproofing in the class

    B) scold the students for not concentrating

    C) make students do silent reading excessively

    D) ask students to do only projects

    27) କ ାଟଏି କଶ୍ରଣୀକର ପ୍ରବଳ ବାହୟଜନତି ବଶିଙୃ୍ଖଳା କହକଲ ଶକି୍ଷେ େଣ େରକିବ ?

    A) କଶ୍ରଣୀକର ଧ୍ୱନକିରାଧେ/ସାଉଣ୍ଡପୁଫ୍ ବୟବସ୍ଥା େରକିବ B) ଧ୍ୟାନ କଦଉନଥିବାରୁ ଛାତ୍ରଛାତ୍ରୀମ୍ାନଙୁ୍କ ାଳ ିକଦକବ C) ଛାତ୍ରଛାତ୍ରୀମ୍ାନଙୁ୍କ ଅତଶିୟ ନୀରବକର ପଢ଼ବିାେୁ େହକିବ D) ଛାତ୍ରଛାତ୍ରୀମ୍ାନଙୁ୍କ କେବଳ କପ୍ରାକଜେଟ େରବିାେୁ େହକିବ

    28) A gifted child can be helped by providing him extra information when compared to the rest of the class. This technique is called

    A) reward

    B) scholarship

    C) enrichment

    D) assistance

    28) ଜକଣ ପ୍ରତଭିାବାନ୍ ବଦିୟାର୍ବୀଙୁ୍କ କଶ୍ରଣୀକର ଅନୟମ୍ାନଙ୍କ ତୁଳନାକର ଅଧିେ ସୂଚନା ପ୍ରଦାନକର ସାହାଯୟ େରାଯାଇପାରବି । ଏହ ିକେୌଶଳେୁ େଣ େୁହାଯାଏ ?

    A) ପୁରସ୍କାର B) କମ୍ଧାବୃତ୍ତ ି C) ସମ୍ଦୃ୍ଧେିରଣ D) ସହାୟତା

    29) At which of the following stages the specific learning difficulties are easily identifiable?

    A) High school stage

    B) Higher Secondary stage

    C) Elementary stage

    D) Middle school stage

    29) ନମି୍ନଲିଖିତ କେଉଁ ସ୍ତରକର ନେିଷି୍ଟ ଶକି୍ଷଣ ସମ୍ସୟା ୁଡେି ସହଜକର ଚହି୍ନଟ କହାଇଯାଇର୍ାଏ ?

    A) ଉଚ୍ଚ ବଦିୟାଳୟ ସ୍ତରକର B) ଉଚ୍ଚ ମ୍ାଧ୍ୟମ୍ିେ ସ୍ତରକର C) ପ୍ରାର୍ମ୍ିେ ସ୍ତରକର D) ମ୍ଧ୍ୟସ୍ତରୀୟ ବଦିୟାଳୟ

    30) According to the National Knowledge Commission, the main focus now is on

    A) Vocational Development

    B) Skill development

    C) Holistic Development

    D) Emotional Development

    30) ଜାତୀୟ ଜ୍ଞାନ ଆକୟା ଅନୁଯାୟୀ, ବତ୍ତବମ୍ାନ ମ୍ୁଖୟ ଦୃଷି୍ଟକୋଣଟ ିେଣ ଅକଟ?

    A) ବୟାବସାୟିେ ବେିାଶ B) ଦକ୍ଷତା ବେିାଶ C) ସାମ୍ଗି୍ରେ ବେିାଶ D) ଆକବ ିେ ବେିାଶ

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page9of22

    Section 5 - PaperII-Odia Language

    31)

    A)

    B)

    C)

    D)

    32)

    A)

    B)

    C)

    D)

    33)

    A)

    B)

    C)

    D)

    34)

    A)

    B)

    C)

    D)

    35)

    A)

    B)

    C)

    D)

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page10of22

    36)

    A)

    B)

    C)

    D)

    37)

    A)

    B)

    C)

    D)

    38)

    A)

    B)

    C)

    D)

    39)

    A)

    B)

    C)

    D)

    40)

    A)

    B)

    C)

    D)

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page11of22

    41)

    A)

    B)

    C)

    D)

    42)

    A)

    B)

    C)

    D)

    43)

    A)

    B)

    C)

    D)

    44)

    A)

    B)

    C)

    D)

    45)

    A)

    B)

    C)

    D)

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page12of22

    Section 6 - PaperII-Mathematics

    46) The value of x which satisfies (2x/3) - 1 = 5 is

    A) 6

    B) 9

    C) 7

    D) 8

    46) (2x/3) - 1 = 5 େୁ ଯଥାଥ୍ ପ୍ରତପିାେନ େରୁଥିବା x ର ମ୍ୂଲୟ କେକତ ?

    A) 6 B) 9 C) 7 D) 8

    47) HCF of 220 and 55 is

    A) 55

    B) 11

    C) 110

    D) 210

    47) 220 ଓ 55ର ଗ.ସା.ଗୁ କହଉଛ ି

    A) 55 B) 11 C) 110 D) 210

    48) 12/16 =

    A) 25%

    B) 75%

    C) 10.5%

    D) 3.4%

    48) 12/16 =

    A) 25%

    B) 75% C) 10.5% D) 3.4%

    49) If HCF and LCM of two numbers are respectively 12 and 48, then product of the numbers is

    A) 96

    B) 576

    C) 60

    D) 288

    49) ଯେ ିେୁଇଟ ିସଂଖୟାର ଗ.ସା.ଗୁ ଓ ଲ.ସା.ଗୁ ଯଥାକ୍ରକମ୍ 12 ଓ 48, କତକବ େୁଇ ସଂଖୟାର ଗୁଣଫ୍ଳ କହଉଛ ି

    A) 96 B) 576 C) 60 D) 288

    50) Reciprocal ratio of 6:7 is

    A) 6:13

    B) 6:7

    C) 13:7

    D) 7:6

    50) 6:7 ର ପ୍ରତକିଲାମ୍ ଅନୁପାତ କହଉଛ ି

    A) 6:13 B) 6:7 C) 13:7 D) 7:6

    51) The square root of 2.89 is

    A) 1.07

    B) 1.7

  • Set Id : 47056_69 09Aug18_Batch4_D El Ed Odia

    Page13of22

    C) 0.17

    D) 17

    51) 2.89 ର ବଗ୍ମ୍ୂଳ କହଉଛ ି

    A) 1.07 B) 1.7 C) 0.17 D) 17

    52) 8% of the apples in a bag of 25 apples are rotten. How many apples are good?

    A) 8

    B) 23

    C) 24

    D) 2

    52) 25ଟ ି କସଉଥିବା ବୟାଗକର 8% କସଉ ପଚଯିାଇଛ ି | କତକବ କସଥିକର କେକତାଟ ିଭଲ କସଉ ଅଛ ି?

    A) 8 B) 23 C) 24 D) 2

    53) The smallest four digit perfect square is

    A) 1224

    B) 1000

    C) 1024

    D) 1331

    53) ଚାରଅିଙ୍କ ବରି୍ଷି୍ଟ େୁଦ୍ରତମ୍ ପୂର୍୍ଣ୍ ବଗ୍ଫ୍ଳ କହଉଛ ି

    A) 1224 B) 1000 C) 1024 D) 1331

    54) Number of lines passing through 3 points

    A) is four

    B) is infinitely many

    C) is always one

    D) cannot be two

    54) ତନିଟି ିବନୁି୍ଦ କେଇ କେକତାଟ ିସରଳ କରଖା ଯାଇପାରବି ?

    A) ଚାରଟି ି B) ଅସଂଖୟ C) ସବୁକବକଳ କଗାଟଏି D) େୁଇଟ ିକହାଇପାରବି ନାହିଁ

    55) Two sets having same number of elements (elements may be different) are called

    A) Same

    B) Singleton

    C) Equivalent

    D) Equal

    55) େୁଇଟ ିକସଟ୍ କର ସମ୍ାନ ସଂଖୟେ ଉପାୋନ (ଉପାୋନ ଭିନ୍ନ କହାଇପାରନ୍ତ)ି ଥିକଲ, ତାହାେୁ େୁହାଯାଏ

    A) ସମ୍ରୂପୀ B) ଏେେ C) ସମ୍େେ D) ସମ୍ାନ

    56) The pair of equations given by 2x + 3y = 5 and 4x + 6y = 7 yields

    A) Infinitely many solutions

    B) Pair of solutions

    C) Unique solution

    D) No solution

    56) େଆିଯାଇଥିବା ଏହ ିେୁଇଟ ିସମ୍ୀେରଣ 2x + 3y = 5 ଓ 4x + 6y = 7 ରୁ କେକତ ସମ୍ାଧାନ ବାହାରଥିାଏ ?

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page14of22

    A) ଅସଂଖୟ ସମ୍ାଧାନ B) ସମ୍ଧାନ କଯାଡା C) ଅଭିନ୍ନ ସମ୍ାଧାନ D) େଛି ିସମ୍ାଧାନ ନୁକହଁ

    57) If two supplementary angles are equal then each measures

    A) 90°

    B) 180°

    C) 45°

    D) 65°

    57) ଯେ ିେୁଇଟ ିପରପୂିରେ କୋଣ ସମ୍ାନ, କତକବ କସମ୍ାନଙ୍କ ମ୍ୂଲୟ କହଉଛ ି

    A) 90° B) 180° C) 45° D) 65°

    58) A quadrilateral ABCD circumscribes a circle. The length of the sides AB, BC and CD are 3 cm, 4 cm and 5 cm respectively. Length of the side AD is

    A) 5 cm

    B) 3 cm

    C) 4 cm

    D) 6 cm

    58) ଏେ ABCD ଚତୁଭ୍ୁ ଜେୁ ଲାଗି ତାଭିତକର କଗାଟଏି ବୃର୍ତ୍ ରହଛି ି| AB, BC ଓ CD ବାହୁର କେୈର୍ଘ୍ୟ ଯଥାକ୍ରକମ୍ 3 cm, 4 cm ଓ 5 cm | AD ବାହୁର କେୈର୍ଘ୍ୟ କେକତ ?

    A) 5 cm B) 3 cm C) 4 cm D) 6 cm

    59) If (x2 + 6y2):xy = 5:1, then x:y is

    A) 1:3

    B) 2:3

    C) 2:1

    D) 3:2

    59) ଯେ ି(x2 + 6y2):xy = 5:1, କତକବ x:y କହଉଛ ି

    A) 1:3 B) 2:3 C) 2:1 D) 3:2

    60) The number of proper subsets of the set with cardinality 3 is

    A) 8

    B) 7

    C) 6

    D) 3

    60) ୋଡନିାଲିଟ ି3 ଥିବା କସଟ୍ ର ପ୍ରପର ସବକସଟ୍ ସଂଖୟା କହଉଛ ି

    A) 8 B) 7 C) 6 D) 3

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page15of22

    Section 7 - PaperII-Social Science

    61) Which of the following terms in the Preamble of the Indian Constitution implies that our country is not guided by any one religion or any religious considerations?

    A) Secularism

    B) Sovereignty

    C) Fraternity

    D) Socialism

    61) ଭାରତୀୟ ସମି୍ବଧାନର ପ୍ରସ୍ତାବନାକର କେଉଁ ଶବ୍ଦ ଏହା ସୁଚାଏ କଯ ଆମ୍ର କଦଶ କେୌଣସ ିଧମ୍ବ େମି୍ବା ଧମ୍ବୀୟ ଅବଧାରଣା ଦ୍ୱାରା ପରଚିାଳତି ନୁକହଁ ?

    A) ଧମ୍ବ ନରିକପକ୍ଷତା B) ସାବବକଭୌମ୍ତ୍ୱ C) ଭ୍ରାତୁତ୍ୱ D) ସମ୍ାଜବାଦ

    62) The Battle of Haldighati was fought between the Mughal ruler Akbar and the Rajput king:

    A) Prithvi Raj Chauhan

    B) Maharana Pratap Singh

    C) Rana Jai Singh

    D) Rana Ratan Singh

    62) ହଳଦ ିାଟ ି ଯୁଦ୍ଧ କମ୍ା ଲ ସମ୍ରାଟ ଆେବର ଏବଂ କଯଉଁ ରାଜପୁତ ରାଜାଙ୍କ ମ୍ଧ୍ୟକର କହାଇଥିଲା କସ :

    A) ପରୃ୍ବୀ ରାଜ କଚୌହାନ B) ମ୍ହାରଣା ପ୍ରତାପ ସଂି C) ରାଣା ଜୟ ସଂି D) ରାଣା ରତନ ସଂି

    63) Which of the following options is a renewable resource and is derived from the heat within the interiors of the earth?

    A) Nuclear energy

    B) Tidal energy

    C) Hydrogen energy

    D) Geothermal energy

    63) ନକିମ୍ନାକ୍ତ ମ୍ଧ୍ୟରୁ କେଉଁଟ ି ଏେ ନବୀେରଣ କଯା ୟ ସାଧନ ଅକଟ ଏବଂ ପଥୃିବୀର ଅଭୟନ୍ତରରୁ ଆସୁଥିବା ଉତ୍ତାପରୁ ପ୍ରାପି୍ତ କହାଇର୍ାଏ ?

    A) ଆଣବେି ଶକି୍ତ B) ଜୁଆର ଶକି୍ତ C) ଉଦଜାନ ଶକି୍ତ D) ଭୂ-ଉତ୍ତାପ ଶକି୍ତ

    64) The Sun temple at Konark was built by which of the following kings?

    A) Rajandra Chola

    B) Chandragupta

    C) Narasimhadeva

    D) Bindusara

    64) ନମି୍ନ ଲିଖିତ ରାଜା ମ୍ାନଙ୍କ ମ୍ଧ୍ୟରୁ କେଉଁ ରାଜାଙ୍କ ଦ୍ୱାରା କୋଣାେବର ସୂଯବୟ ମ୍ଦରି ନମି୍ିତ କହାଇଥିଲା ?

    A) ରାଜନ୍ଦ୍ର କଚାଳ B) ଚନ୍ଦ୍ର ୁପ୍ତ C) ନରସଂିହ କଦବ D) ବଦୁିସାର

    65) Which of the following is the longest line of latitude?

    A) Temperate Zone

    B) The Antarctic Circle

    C) Equator

    D) Tropic of Cancer

    65) ନମି୍ନ କର ଦତ୍ତ କେଉଁଟ ିଅକ୍ଷୟାଂଶର ସବୁଠାରୁ ଦୀ ବତମ୍ କରଖା ଅକଟ ?

    A) ନାତଶିୀକତାଷ୍ଣ ଅଞ୍ଚଳ B) େୁକମ୍ରୁ ବୃତ୍ତ C) ବଷୁିବ କରଖା D) େେବଟ କ୍ରାନ୍ତ ି

  • Set Id : 47056_69 09Aug18_Batch4_D El Ed Odia

    Page16of22

    66) Who among the following was the leader of the Indian Independence League formed primarily to obtain Japanese support for the Indian Independence Movement?

    A) Rash Behari Bose

    B) Mohan Singh

    C) Chandrasekhar Azad

    D) Taraknath Das

    66) ଭାରତୀୟ ସ୍ୱାଧୀନତା ଆକଦାଳନର ପାଇଁ ମ୍ୁଖୟତଃ ଜାପାନୀ ସହାୟତା ଲାଭ ସୋକଶ ନକିମ୍ନାକ୍ତ କେଉଁ କନତା ଇଣି୍ଡଆନ ଇଣି୍ଡକପକଣ୍ଡନସ୍ ଲିଗ୍ ଠନ େରଥିିକଲ ?

    A) ରାସ ବହିାରୀ କବାଷ୍ B) କମ୍ାହନ ସଂି C) ଚନ୍ଦ୍ର କଶଖର ଆଜାଦ୍ D) ତାରେନାର୍ ଦାସ୍

    67) Which of the following is an example of exhaustible natural resource?

    A) Wind energy

    B) Tidal power

    C) Coal

    D) Rainfall

    67) ନକିମ୍ନାକ୍ତ କେଉଁଟ ିକ୍ଷୟଶୀଳ ପ୍ରାେୃତେି ସମ୍ପଦ ?

    A) ବାୟୁ ଶକି୍ତ B) ଜୁଆର ଶକି୍ତ C) କୋଇଲା D) ବୃଷି୍ଟ ପାତ

    68) Who among the following announced the Partition of Bengal in 1905?

    A) Lord Curzon

    B) Lord Morley

    C) Lord Dufferin

    D) Lord Minto

    68) ନକିମ୍ନାକ୍ତ ମ୍ଧ୍ୟରୁ େଏି 1905 ମ୍ସିହାକର ବଙ୍ଗ ବଭିାଜନ କ ାଷଣା େରଥିିକଲ ?

    A) ଲଡ୍ବ େଜବନ୍ B) ଲଡ୍ବ କମ୍ାକଲବ C) ଲଡ୍ବ ଡଫରନି୍ D) ଲଡ୍ବ ମ୍ିକଣ୍ଟା

    69) Which of the following is the innermost layer of the earth?

    A) Hydrosphere

    B) Mantle

    C) Crust

    D) Core

    69) ପଥୃିବୀର ସବୁଠାରୁ ଆଭୟନ୍ତରୀଣ ସ୍ତରେୁ େ'ଣ େୁହାଯାଏ ?

    A) ହାଇକରାସ୍ ଫିଏର୍ B) ମ୍ୟାଣ୍ଟଲ୍ C) କ୍ରଷ୍୍ଟ / ବାହୟ ଆବରଣ D) କୋର୍ / କେନ୍ଦ୍ରାଞ୍ଚଳ

    70) Which of the following statements is CORRECT with reference to the Parallels of Latitudes?

    A) These are the vertical lines from the northern hemisphere upto the poles

    B) These are the circular lines from the equator upto the poles

    C) These are the circular lines from the southern hemisphere upto the equator

    D) These are the vertical lines from the northern hemisphere upto the equator

    70) ନମି୍ନକର ଦତ୍ତ କେଉଁଟ ି, ଅକ୍ଷୟାଂଶର ସମ୍ାନ୍ତରାଳତା ସମ୍ପେବକର ସଠକି୍ ବକ୍ତବୟ ଅକଟ ?

    A) ଏହା ଉତ୍ତର କ ାଲାଦ୍ଧବ ଠାରୁ କମ୍ରୁସ୍ଥଳ ପଯବୟନ୍ତ ଭୁଲମ୍ବ ଭାକବ ଥିବା କରଖା ସମ୍ୂହ ଅକଟ

    B) ଏ ୁଡେି ବଷୁିବ କରଖା ଠାରୁ କମ୍ରୁ ଅଞ୍ଚଳ ପଯବୟନ୍ତ ଥିବା କ ାଲାୋର କରଖା ସମ୍ୂହ

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page17of22

    C) ଏ ୁଡେି ଦକି୍ଷଣ କ ାଲାଦ୍ଧବ ଠାରୁ ବଷୁିବ କରଖା ପଯବୟନ୍ତ ଥିବା କ ାଲାୋର କରଖା ସମ୍ୂହ ଅକଟ

    D) ଏ ୁଡେି ଉତ୍ତର କ ାଲାଦ୍ଧବ ଠାରୁ ବଷୁିବ କରଖା ଉପକର ଭୁଲମ୍ବ ଭାକବ ଥିବା କରଖା ସମ୍ୂହ ଅକଟ

    71) When did the Constitution of India come into effect?

    A) 26th November 1949

    B) 20th December 1945

    C) 26th January 1950

    D) 1st May 1950

    71) ଭାରତର ସମି୍ବଧାନ କେକବ ୋଯବୟୋରୀ କହଲା ?

    A) 26 ନକଭମ୍ବର 1949 B) 20 ଡକିସମ୍ବର 1945 C) 26 ଜାନୁଆରୀ 1950 D) 1 କମ୍ 1950

    72) Which of the following is a discretionary function of the Panchayat?

    A) Construction, maintenance and cleaning of drainage system

    B) Supply of drinking water to the villages

    C) Organization, management and promotion of cottage industries

    D) Construction, maintenance of village roads and provision of sanitation in the village

    72) ନକିମ୍ନାକ୍ତ ମ୍ଧ୍ୟରୁ କେଉଁଟ ିପଞ୍ଚାୟତର ବକିବୋଧୀନ ୋଯବୟ ଅକଟ ?

    A) ପୟଃପ୍ରଣାଳୀର ନମି୍ବାଣ , ପରଚିାଳନା ତର୍ା ସକଫଇ B) ଗ୍ରାମ୍ ୁଡେୁି ପାନୀୟ ଜଳର କଯା ାଣ C) େୁଟୀର ଶଳି୍ପର ପରଚିାଳନା ତର୍ା କପ୍ରାତ୍ସାହନ ପାଇଁ ସଂ ଠନ D) ଗ୍ରାମ୍ ରାସ୍ତା ୁଡେିର ନମି୍ବାଣ, ପରଚିାଳନା ଏବଂ ଗ୍ରାମ୍ ପରମି୍ଳ ବୟବସ୍ଥାର

    ଆକୟାଜନ

    73) In a three-tier Panchayati Raj System the unit at the village level is known as:

    A) Gram Panchayat

    B) Panchayat Samiti

    C) Block Parishad

    D) Gram Samiti

    73) କ ାଟଏି ତ୍ର ିସ୍ତରୀୟ ପଞ୍ଚାୟତ ପ୍ରଣାଳୀକର ଗ୍ରାମ୍ୟ ସ୍ତରର ଏେେେୁ େୁହାଯାଏ :

    A) ଗ୍ରାମ୍ ପଞ୍ଚାୟତ B) ପଞ୍ଚାୟତ ସମ୍ିତ ି C) କ ାଷ୍ଠୀ / ବଲକ୍ ପରଷିଦ D) ଗ୍ରାମ୍ ସମ୍ିତ ି

    74) In which of the following types of folds, due to compressional forces that are relatively equal from both sides, the angle of the limb is same on both sides?

    A) Recumbent fold

    B) Asymmetrical fold

    C) Overturned fold

    D) Symmetrical fold

    74) ନମି୍ନ ଲିଖିତ ଭାଙ୍ଗ ୁଡେି ମ୍ଧ୍ୟରୁ ତାହା କେଉଁଟ ିଅକଟ , କଯଉଁଥିକର େ ି, ଉଭୟ ପକ୍ଷରୁ ସମ୍ ପରମି୍ାଣର ଚାପ କଯାକ ସଙୁ୍କଚତି େରୁଥିବା ଶକି୍ତ କଯା ଁୁ , ବାହୁର କୋଣ ସମ୍ାନ ର୍ାଏ?

    A) ଅଦ୍ଧବ ଶାୟିତ ଭାଙ୍ଗ B) ଅପ୍ରତସିମ୍ ଭାଙ୍ଗ C) ଓଲଟା ଭାଙ୍ଗ D) ପ୍ରତସିମ୍ ଭାଙ୍ଗ

    75) Which of the following gases is present in maximum quantity in the atmosphere?

    A) Oxygen

    B) Carbon dioxide

    C) Argon

    D) Nitrogen

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page18of22

    75) ନମି୍ନ ଲିଖିତ କେଉଁ ୟାସ୍ ବାୟୁ ମ୍ଣ୍ଡଳକର ସବବାଧିେ ପରମି୍ାଣକର ର୍ାଏ ?

    A) ଅମ୍ଳଜାନ B) ଅଙ୍ଗାରୋମ୍ଳ C) ଆକ ବାନ D) ଯବକ୍ଷାରଜାନ

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page19of22

    Section 8 - PaperII-Science

    76) Which of the following is an example for kinetic energy?

    A) A rock to roll down hill

    B) A pen that rolls off of your desk to fall onto the floor

    C) A lock of your hair to fall to the floor after it has been cut off

    D) A baseball thrown by a pitcher

    76) ନମି୍ନଲିଖିତ ମ୍ଧ୍ୟରୁ କେଉଁଟ ିଗତଜି ର୍କି୍ତର ଏେ ଉୋହରଣ ?

    A) ପାହାଡରୁ ଗଡବିାେୁ ଥିବା ଏେ ପଥର B) କଗାଟଏି କପନ୍ ତୁମ୍ କଡସ୍କରୁ ଗଡ ିଗଡ ିଚଟାଣ ଉପକର ପଡବିା C) ତୁମ୍ କେର୍ର ଗଣ୍ଠ ିଯାହା େଟାକହବା ପକର ତକଳ ପଡବିାେୁ ଯାଉଛ ି D) ପିଚ ରୁ ଫି୍ଙ୍ଗାଯାଉଥିବା ଏେ କବସବଲ୍

    77) Which of the following is CORRECT about amorphous solids?

    A) They have regular shape, sharp melting point and are anisotropic

    B) They have irregular shape, sharp melting point and are isotropic

    C) They have irregular shape, melting point not fixed and are isotropic

    D) They have regular shape, melting point not fixed and are anisotropic

    77) ଅସ୍ଫଟେିୀୟ େଠନି ପଦାର୍ବ ସଂପେବକର ନକିମ୍ନାକ୍ତ ମ୍ଧ୍ୟରୁ କେଉଁଟ ିସଠକି୍ ଅକଟ ?

    A) ନୟିମ୍ିତ ଆୋର, ତୀକ୍ଷ୍ଣ ଳନାଙ୍କ ଏବଂ ଅସମ୍ଦଶିୀୟ B) ଅନୟିମ୍ିତ ଆୋର, ତୀକ୍ଷ୍ଣ ଳନାଙ୍କ ଏବଂ ସମ୍ଦଶିୀୟ C) ଅନୟିମ୍ିତ ଆୋର, ଳନାଙ୍କ ନେିଷି୍ଟ ନୁକହଁ ଏବଂ ଅସମ୍ଦଶିୀୟ D) ନୟିମ୍ିତ ଆୋର, ଳନାଙ୍କ ନେିଷି୍ଟ ନୁକହଁ ଏବଂ ଅସମ୍ଦଶିୀୟ

    78) Which of the following gases is a major portion of biogas?

    A) Propane

    B) Methane

    C) Ethane

    D) Butane

    78) ନମି୍ନଲିଖିତ ମ୍ଧ୍ୟରୁ କେଉଁଟ ିବାକୟାଗୟାସ୍ ପ୍ରମ୍ୁଖ ଭାଗ ?

    A) କପ୍ରାକପନ୍ B) ମ୍ିକଥନ୍ C) ଇକଥନ୍ D) ବୁୟକଟନ୍

    79) Which of the following is the absolute CORRECT statement about 'liquids'?

    A) They have definite shape but no definite volume

    B) They have a definite volume but no definite shape

    C) They have no definite volume and shape

    D) They have a definite shape and volume

    79) 'ତରଳ' ସଂପେବକର କେଉଁଟ ିସଂପୂର୍ଣ୍ବ ଠକି୍ ଉକି୍ତ ଅକଟ ?

    A) ଯାହାର ନେିଷି୍ଟ ଆୋର ଅଛ ିେନୁି୍ତ ନେିଷି୍ଟ ପରମି୍ାଣ ନାହିଁ B) ଯାହାର ନେିଷି୍ଟ ପରମି୍ାଣ ଅଛ ିେନୁି୍ତ ନେିଷି୍ଟ ଆୋର ନାହିଁ C) ଯାହାର ନେିଷି୍ଟ ପରମି୍ାଣ ଏବଂ ଆୋର ନାହିଁ D) ଯାହାର ନେିଷି୍ଟ ଆୋର ଏବଂ ପରମି୍ାଣ ରହଛି ି

    80) Which of the following is NOT a function of plant root system?

    A) Helps in keeping the leaves to stay within the light

    B) Storage of food and the nutrients

    C) Providing the anchorage to the plant

    D) Absorption of water and minerals from the soil

    80) ନମି୍ନଲିଖିତ ମ୍ଧ୍ୟରୁ କେଉଁଟ ିବୃେ ମ୍ୂଳ ବୟବସ୍ଥାର ୋଯ୍ୟ ନୁକହଁ ?

    A) ପତ୍ରେୁ ଆକଲାେ ମ୍ଧ୍ୟକର ରଖିବାକର ସାହାଯୟ େରିବା B) ଖାେୟ ଓ କପାଷେ ତତ୍ୱେୁ ସଂରେିତ େରବିା C) ବୃେେୁ ଛଡିା କହବା ପାଇଁ ସହାୟେ କହବା

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page20of22

    D) ମ୍ାଟରୁି ଜଳ ଓ ଖଣିଜ ଦ୍ରବୟ ଗ୍ରହଣ େରବିା

    81) Which of the following products is formed after reaction of quicklime with water?

    A) Limestone

    B) Slaked lime

    C) Gypsum

    D) Fluorspar

    81) ପାଣିକର ସପିଚୂନ ମ୍ିଶ୍ରଣରୁ ପ୍ରତକିି୍ରୟା ପକର ନମି୍ନଲିଖିତ କେଉଁ ଉତ୍ପାଦଟ ିଉତ୍ପନ୍ନ ହୁଏ ?

    A) ଚୂନପର୍ର B) େଲିଚୂନ C) ଜପିସମ୍ D) କଫଲାରସପର୍

    82) For the host plants, availability of mycorrhiza has NO use in which of the following?

    A) It elevates the phosphorous uptake capacity

    B) It increases its resistance to root pathogens

    C) It increases its drought tolerance

    D) It helps in oxytocin secretion

    82) କପାଷେ ବୃେ ପାଇଁ, ମ୍ାଇକୋରାଇଜାର ଉପଲବ୍ଧତାର ନମି୍ନଲିଖିତ କେଉଁଥିକର ବୟବହାର ହୁଏ ନାହିଁ ?

    A) ଏହା ଫ୍ସଫ୍ରସ୍ ଗ୍ରହଣ େମ୍ତାେୁ ବୃଦ୍ଧ ିେରାଏ B) ଏହା କଚର ପାକଥାକଜନ୍ ପ୍ରତ ିପ୍ରତକିରାଧେ େମ୍ତାେୁ ବୃଦ୍ଧ ିେରାଏ C) ଏହା ମ୍ରୁଡ଼ ିସହନର୍ୀଳତା େମ୍ତାେୁ ବୃଦ୍ଧ ିେରାଏ D) ଏହା ଅକ୍ସୀକଟାସନି େରଣକର ସାହାଯୟ େକର

    83) Solid forms of HCl and NaCl are examples of which types of solids?

    A) Polar molecular solids and Ionic solids

    B) Non-polar molecular solids and Ionic solids

    C) Metallic solids and Ionic solids

    D) Covalent solids and Ionic solids

    83) ଏଚସଆିଇ ଏବଂ ଏନଏସଆିଇ ର େଠନି ଅବସ୍ଥା କେଉଁ ପ୍ରୋରର େଠନି ପଦାର୍ବର ଉଦାହରଣ ଅକଟ ?

    A) ଧୁବୀୟ ଅଣୁକକ୍ଷତ୍ର େଠନି ଏବଂ ଆୟନକି୍ େଠନି B) ଅଣ-ଧୁବୀୟ ଅଣୁକକ୍ଷତ୍ର େଠନି ଏବଂ ଆୟନକି୍ େଠନି C) ଧାତବ େଠନି ଏବଂ ଆୟନେି େଠନି D) ସହ ସଂକଯାଜେ େଠନି ଏବଂ ଆୟନକି୍ େଠନି

    84) Nucleus is pivotal part of the plant and animal cell and consists of large number of DNA. It has main role in:

    A) Lipid synthesis only

    B) Protein synthesis

    C) Cellular respiration

    D) Protein degradation only

    84) ନୁୟେିିସ୍ କହଉଛ ିବୃେ ଓ ଜୀବ କସଲ୍ ର ମ୍ୁଖୟ ଅଙ୍ଗ ଓ ଏଥିକର ବହୁ ସଂଖୟେ DNA ଥାଏ | କେଉଁଥିକର ଏହାର ମ୍ୁଖୟ ଭୂମ୍ିୋ ରହଛି ି?

    A) କେବଳ ଲିପିଡ୍ ସକିେସସି୍ B) କପ୍ରାଟନି୍ ସକିେସସି୍ C) କୋଷେୀୟ ଶ୍ୱସନ D) କେବଳ କପ୍ରାଟନିର ନମି୍ନୀେରଣ

    85) Aleurone is a protein found in the protein granules of maturing seeds and tubers. Aleurone layer is the

    A) outermost layer of the endosperm

    B) outermost layer of the endoderm

    C) innermost layer of the endoderm

    D) innermost layer of the endopserm

    85) ଆକଲଉକରାନ୍ କହଉଛ ିଏେ କପ୍ରାଟନି୍ ଯାହା ପକ୍ୱ ବୀଜ ଓ ଟୁୟବରକର ଥିବା କପ୍ରାଟନି୍ େଣିୋକର ଥାଏ | ଆକଲଉକରାନ୍ ସ୍ତର କହଉଛ ି

    A) ଏକଡାସ୍ପମ୍୍ର ବାହୟତମ୍ ସ୍ତର B) ଏକଡାଡମ୍୍ର ବାହୟତମ୍ ସ୍ତର C) ଏକଡାଡମ୍୍ର ଅନ୍ତରତମ୍ ସ୍ତର D) ଏକଡାସ୍ପମ୍୍ର ଅନ୍ତରତମ୍ ସ୍ତର

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page21of22

    86) An oxidation reaction is a reaction in which

    A) electron is gained and oxidation number is decreased

    B) electron is lost and oxidation number is increased

    C) electron is gained and oxidation number is increased

    D) electron is lost and oxidation number is decreased

    86) ଜାରଣ ପ୍ରତକି୍ରିୟା କହଉଛ ିଏେ ପ୍ରତକି୍ରିୟା ୋରଣ କଯଉଁଥିକର

    A) ଇକଲକେଟରାନ୍ ଲାଭ ଏବଂ ଜାରଣ କ୍ରମ୍ାଙ୍କ ହ୍ରାସ ହୁଏ B) ଇକଲକେଟରାନ୍ ହାନୀ ଏବଂ ଜାରଣ କ୍ରମ୍ାଙ୍କ ବୃଦ୍ଧ ିହୁଏ C) ଇକଲକେଟରାନ୍ ଲାଭ ଏବଂ ଜାରଣ କ୍ରମ୍ାଙ୍କ ବୃଦ୍ଧ ିହୁଏ D) ଇକଲକେଟରାନ୍ ହାନୀ ଏବଂ ଜାରଣ କ୍ରମ୍ାଙ୍କ ହ୍ରାସ ହୁଏ

    87) A battery lights a bulb. Which of the following is the CORRECT pattern of energy change involved in this process?

    A) Chemical energy - Electrical energy - Light energy - Heat energy

    B) Chemical energy - Electrical energy - Heat energy - Light energy

    C) Electrical energy - Light energy - Heat energy - Chemical energy

    D) Electrical energy - Chemical energy - Heat energy - Light energy

    87) କଗାଟଏ ବୟାକଟରୀ ଦ୍ୱାରା ବଲଟ ିଜଳୁଛ ି| ଏହ ିପ୍ରକି୍ରୟାକର ନମି୍ନଲିଖିତ ମ୍ଧ୍ୟରୁ କେଉଁଟ ିର୍କି୍ତ ପରବିର୍ତ୍୍ନର ସଠ୍େି ଧାରା ?

    A) ସାୟନେି ର୍କି୍ତ - ବେୁିୟତ ର୍କି୍ତ - ଆକଲାେ ର୍କି୍ତ - ତାପ ର୍କି୍ତ B) ରସାୟନେି ର୍କି୍ତ - ବେୁିୟତ ର୍କି୍ତ - ତାପ ର୍କି୍ତ - ଆକଲାେ ର୍କି୍ତ C) ବେୁିୟତ ର୍କି୍ତ - ଆକଲାେ ର୍କି୍ତ - ତାପ ର୍କି୍ତ - ରସାୟନେି ର୍କି୍ତ D) ବେୁିୟତ ର୍କି୍ତ - ରସାୟନେି ର୍କି୍ତ - ତାପ ର୍କି୍ତ - ଆକଲାେ ର୍କି୍ତ

    88) From the given equation of motion v = u + at, what does the 'u' represent?

    A) final velocity

    B) acceleration

    C) initial velocity

    D) mass

    88) ଗତ ିଉପକର ପ୍ରେର୍ତ୍ ସମ୍ୀେରଣ v = u + at, u କେଉଁଟେୁି େର୍୍ାଉଛ ି?

    A) ଅନ୍ତମି୍ ପରକିବଗ B) ତ୍ୱରଣ C) ପ୍ରାଥମ୍ିେ ପରକିବଗ D) ବସୁ୍ତତ୍ୱ

    89) Choose the appropriate statement, that holds good for satellite in chromosome.

    A) It is a chromosome with a secondary constriction

    B) It is a vesicle with microbodies that carries various enzyme

    C) It is a chromosome which helps in glucose synthesis

    D) It is a chromosome which helps in ATP synthesis

    89) କକ୍ରାମ୍କଜାମ୍କର ସାକଟଲାଇଟ୍ ପାଇଁ ଯଥାଥ୍ ବାେୟଟେୁି ଚୟନ େର |

    A) ଦ୍ୱତିୀୟେ ସଂେୀର୍ଣ୍୍ନ ଥିବା ଏେ କକ୍ରାକମ୍ାଜମ୍ B) ଏହା କହଉଛ ିଏେ ପୁଟେିା କଯଉଁଥିକର ମ୍ାଇକକ୍ରାବଡ ିରହଛିନ୍ତ,ି ଯାହା ବଭିିନ୍ନ

    ଏନଜାଇମ୍େୁ ଧର ିରଖିଛ ି C) ଏହା କହଉଛ ି ଏେ କକ୍ରାକମ୍ାଜମ୍ ଯାହା ଗିକୁୋଜ୍ ସକିେସସି୍ କର ସାହାଯୟ

    େକର D) ଏହା କହଉଛ ିଏେ କକ୍ରାକମ୍ାଜମ୍ ଯାହା ATP ସକିେସସି୍ କର ସାହାଯୟ େକର

    90) Lactobacillus also commonly called as lactic acid bacteria (LAB) grows in milk and converts it to

    A) ghee

    B) butter

    C) curd

    D) cheese

    90) ଲାକେଟାବାସଲିସ୍ ଯାହାେୁ ସାଧାରଣତଃ ଲାେିଟକ୍ ଏସଡି୍ ବୟାକେଟରଆି(LAB) େୁହାଯାଇଥାଏ, ଯାହା େୀରକର ବଢଥିାଏ ଓ ଏହାେୁ କେଉଁଥିକର ରୂପାନ୍ତରତି େରଥିାଏ ?

    A) ର୍ଘିଅ B) ଲହୁଣୀ C) େହ ି D) କଛନା

    Techofworld.In

  • Set Id : 47056_69 09Aug18_Batch4_D El Ed Odia

    Page22of22

    Question Paper No: 47056_69

    Answer Key

    1. D

    2. A

    3. C

    4. C

    5. C

    6. C

    7. D

    8. C

    9. D

    10. D

    11. D

    12. A

    13. A

    14. B

    15. C

    16. A

    17. A

    18. D

    19. B

    20. A

    21. D

    22. C

    23. A

    24. D

    25. D

    26. A

    27. A

    28. C

    29. C

    30. B

    31. C

    32. B

    33. A

    34. B

    35. A

    36. C

    37. B

    38. C

    39. C

    40. C

    41. A

    42. D

    43. C

    44. A

    45. B

    46. B

    47. A

    48. B

    49. B

    50. D

    51. B

    52. B

    53. C

    54. D

    55. C

    56. D

    57. A

    58. C

    59. C

    60. B

    61. A

    62. B

    63. D

    64. C

    65. C

    66. A

    67. C

    68. A

    69. D

    70. B

    71. C

    72. C

    73. A

    74. D

    75. D

    76. D

    77. C

    78. B

    79. B

    80. A

    81. B

    82. D

    83. A

    84. B

    85. A

    86. B

    87. B

    88. C

    89. A

    90. C

    Techofworld.In